ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା: ୧୦ ଜଣଙ୍କ ମୃତ୍ୟୁ ! ଦଳାଚକଟାରେ ୫୦ ଜଣ ଆହତ

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା । ଦଳାଚକଟାରେ ୫୦ ଜଣ ଆହତ ହୋଇଥିବା ସୂଚନା । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଦଳାଚକଟା । ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଦଳାଚକଟା ସୂଚନା ।

mahakumbha meal 2025

ସ୍ଥିତି ସଂପର୍କରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ମୌନୀ ଅମାବାସ୍ୟା ପାଇଁ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+