ବଡ ରେକର୍ଡ ସୃଷ୍ଟି କଲା ମହାକୁମ୍ଭ, ଇତିହାସରେ ଲେହା ହେବ ଏହି ସବୁ ଅଧ୍ୟାୟ
ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଥିବା ବେଳେ ଏହା ଏକ ବିରାଟ ରେକର୍ଡ । ବିଶାଳ ଧାର୍ମିକ ସମାବେଶ ଭାରତରେ ପ୍ରଥମ ଥର ଦେଖିଥିବାକୁ ମିଳିଥିବା ବେଳେ ମହାକୁମ୍ଭ ତିନୋଟି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ସାକ୍ଷୀ ସାଜିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭକୁ 'ବିଶ୍ୱ ଇତିହାସରେ ଅଦୃଶ୍ୟ ଏବଂ ପ୍ରକୃତରେ ଅବିସ୍ମରଣୀୟ" ବୋଲି କହିଛନ୍ତି। ସେ ଏହି ମହାନ ସଫଳତାକୁ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଏବଂ ଧାର୍ମିକ ନେତାଙ୍କ ଆଶୀର୍ବାଦ ବୋଲି କହିଛନ୍ତି ।
ମହାକୁମ୍ଭ ୬ଟି ସ୍ନାନ ତାରିଖର ସାକ୍ଷୀ ରହିଛି - ଜାନୁଆରୀ ୧୩ରେ ପୁଷ ପୂର୍ଣ୍ଣିମା, ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ଜାନୁୟାରୀ ୨୯ରେ ମୌନୀ ଅମାବାସ୍ୟା, ଫେବୃଆରୀ ୩ରେ ବସନ୍ତ ପଞ୍ଚମୀ, ଫେବୃଆରୀ ୧୨ରେ ମାଘ ପୂର୍ଣ୍ଣିମା ଏବଂ ଫେବୃଆରୀ ୨୬ରେ ମହାଶିବରାତ୍ରି ଏବଂ ଏହାରି ଭିତରେ ତିନୋଟି 'ଅମୃତ ସ୍ନାନ' ଅନ୍ତର୍ଭୁକ୍ତ ଅଛି ।
ତେବେ ମହାକୁମ୍ଭରେ ଅନେକ କିଛି କଥା ଅଛି ଯାହା ରେକର୍ଡ କରିଛି
-୪ଟି ବିଭିନ୍ନ ସ୍ଥାନରେ ୧୫ ହଜାର ସଫେଇ କର୍ମୀଙ୍କୁ ନେଇ ସ୍ବଚ୍ଛତା ଅଭିଯାନ ଏଥର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛି ।
-୭୦ଟି ଦେଶ ଏବଂ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କୁ ନେଇ ବିଶାଳ ହାତ ତିଆରି ଚିତ୍ର
-୨୦୧୯ରେ ଆୟୋଜିତ କୁମ୍ଭମେଳାରେ ଅଳ୍ପ ଲୋକ ଏକତ୍ରିତ ହୋଇଥିଲେ ମାତ୍ର ଚଳିତ ଥର କୋଟି କୋଟି ଭକ୍ତ ବିଶ୍ୱ ରେକର୍ଡ ସୃଷ୍ଟି କରିବାରେ ସହାୟ ହୋଇଛି
-୫୦ ଲକ୍ଷରୁ ଅଧିକ ବିଦେଶୀ ମହାକୁମ୍ଭ ପରିଦର୍ଶନ କରି ପବିତ୍ର ବୁଡ଼ ପକାଇଛନ୍ତି ।
-ଚଳିତ ବର୍ଷ ମହାକୁମ୍ଭ ପରିଦର୍ଶନ କରୁଥିବା ଭକ୍ତଙ୍କ ସଂଖ୍ୟା ଆମେରିକା, ଚୀନ୍, ଋଷିଆ ଏବଂ ଅନ୍ୟାନ୍ୟ ଦେଶର ଜନସଂଖ୍ୟାକୁ ଅତିକ୍ରମ କରିଛି ।
-ମହାକୁମ୍ଭ ପାଇଁ ୧୬,୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିଥିଲା ଯାହା ପ୍ରାୟ ପାଞ୍ଚ କୋଟି ଭକ୍ତଙ୍କୁ ତୀର୍ଥଯାତ୍ରାକୁ ନେଇଥିଲା
-
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ?












Click it and Unblock the Notifications