ମହାକୁମ୍ଭ ଦଳାଚକଟା: ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା।
ମହାକୁମ୍ଭ ଦଳାଚକଟା । ଯୋଗୀ ସରକାରଙ୍କ ୫ ବଡ଼ ନିଷ୍ପତ୍ତି। ମହାକୁମ୍ଭରେ VVIPଙ୍କ ପାସ୍ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ କଲେ ସରକାର। ୨ ରୁଟ୍ ବଦଳରେ ଗୋଟିଏ ରୁଟ୍ରେ ଯିବେ ଶ୍ରଦ୍ଧାଳୁ। ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା।













Click it and Unblock the Notifications