ମହାକୁମ୍ଭରେ ବୁଡ ପକାଇଲେଣି ୧୩ କୋଟି ଶ୍ରଦ୍ଧାଳୁ

ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରେଦଶର ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ତଟରେ ସନାତନ ଆସ୍ଥାର ମହାପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଛି । ଦିବ୍ୟ ଓ ଆସ୍ଥାର ସଙ୍ଗମରେ ଶ୍ରଦ୍ଧାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଚାଲିବ । ପ୍ରତି ୧୨ ବର୍ଷରେ ଥରେ ଏହି ଭବ୍ୟ କୁମ୍ଭମେଳା ଆୟୋଜନ ହୁଏ । ୪୫କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆକଳନ କରାଯାଉଛି ।

mahakumbh 202

ତ୍ରିବେଣୀ ସଙ୍ଗମ ତଟରେ ସନାତନ ଆସ୍ଥାର ମହାପର୍ବ ମହାକୁମ୍ଭ ମେଳା ୧୬ ଦିନରେ ପହଞ୍ଚିଛି । ଆସ୍ଥାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ଏବେ ସୁଦ୍ଧା ମୋଟ ୧୩ କୋଟି ୨୧ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଥିଲା ସୂଚନା ମିଳିଛି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସଙ୍ଗମ ଘାଟରେ ବୁଡ ପକାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+