Get Updates
Get notified of breaking news, exclusive insights, and must-see stories!

ମହାଶିବରାତ୍ରିରେ ଶେଷ ହେବ ପ୍ରୟାଗରାଜର ଐତିହାସିକ ମହାକୁମ୍ଭ, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ

ପ୍ରୟାଗରାଜର ଐତିହାସିକ ମହାକୁମ୍ଭ ଆସନ୍ତାକାଲି ମହାଶିବରାତ୍ରି ଅବସରରେ ଆନୁଷ୍ଠାନିକ ଭାବେ ଶେଷ ହେବ । ଏହାକୁ ଦିବ୍ୟ ଓ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍‍ ରବୀନ୍ଦ୍ର କୁମାର ମାଦଣ୍ଡ କହିଛନ୍ତି, ମହାକୁମ୍ଭକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

mahakumbha

ଶ୍ରଦ୍ଧାଳୁଙ୍କ ସହଜ ଯାତ୍ରା ଓ ଅନୁଭୂତିକୁ ଅବିସ୍ମରଣୀୟ କରିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଥିବା ଜିଲ୍ଲା ମାଜିଷ୍ଟ୍ରେଟ୍‍ କହିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦିଆଯାଉଛି ଏବଂ ସ୍ନାନ ଘାଟ ଓ ମନ୍ଦିର ପରିସରରେ ନିୟମିତ ଭାବେ ସ୍ୱଚ୍ଛତା ଉପରେ ନଜର ରଖାଯାଉଛି । ମହାଶିବରାତ୍ରି ଦୃଷ୍ଟିରୁ ଆସନ୍ତାକାଲି ଲେଟେ ହୁ ହନୁମାନ ମନ୍ଦିର, ଅକ୍ଷୟବଟ ଏବଂ ସରସ୍ୱତୀ କୂପ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+