Mahakumbh 2025: nbsp;ପ୍ରଥମ ଦିନରେ ତ୍ରିବେଣୀ ଘାଟରେ ଦେଢ କୋଟି ଶ୍ରଦ୍ଧାଳୁ କଲେ ଅମୃତ ସ୍ନାନ । ଏନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଦେଶରେ ମହାକୁମ୍ଭକୁ ନେଇ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । nbsp; nbsp;