ଆଜି ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ
Mahakumbh 2025: ମହାକୁମ୍ଭରେ ଆଜିଠୁ ଆରମ୍ଭ ହୋଇଛି ଅମୃତ ସ୍ନାନ । ବୁଡ ପକାଇଲେ ଲକ୍ଷାଧିକ ସାଧୁସନ୍ଥ । ଦୃଷ୍ଟି ଆକର୍ଷଣ କରୁଛନ୍ତି ନାଗା ସାଧୁ, ମହାସ୍ନାନ କରିବା ପୂର୍ବରୁ କଲେ ୧୭ ଶୃଙ୍ଗାର । ଖଣ୍ତା, ତ୍ରୀଶୁଳ, ଡମ୍ବୁର ଧରି କୁମ୍ଭରେ ପହଞ୍ଚିଲେ । ଖବର ଲେଖିବା ପର୍ଯ୍ୟନ୍ତ ୨ ହଜାରରୁ ଅଧିକ ନାଗା ସାଧୁ ଅମୃତସ୍ନାନ କରିଛନ୍ତି । ପ୍ରଥମେ ପଞ୍ଚାୟତି ନିର୍ବାଣୀ ଆଖଡ଼ାର ସନ୍ଥମାନେ ବୁଡ଼ ପକାଇଥିଲେ । ସକାଳ ୫ଟା ସମୟରେ ଏମାନେ ବୁଡ଼ ପକାଇଥିଲେ ।

ପରେ ଗୋଟିଏ ପରେ ଗୋଟିଏ ୧୩ଟି ଆଖଡାର ସନ୍ଥ ମାନେ ମହାକୁମ୍ଭ ମେଳାରେ ଅମୃତ ସ୍ନାନ କରିଛନ୍ତି ।












Click it and Unblock the Notifications