ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମହାଦେବ ବେଟିଂ ଆପ୍ ବ୍ୟାନ୍
Chhattisgarh Election 2023: ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଯେଉଁଥିପାଇଁ ଏବେ ରାଜନୈତିକ ମାହୋଲ ସରଗରମ ରହିଛି । ନିର୍ବାଚନ ପୂର୍ବରୁ ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ ସମେତ ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟକୁ ବ୍ୟାନ୍ କୱା କେନ୍ଦ୍ର ସରକାର ।
ବର୍ତ୍ତମାନ ମହାଦେବ୍ ବେଟିଂ ଆପ୍ ସଂପର୍କିତ ଅନଲାଇନ୍ ଜୁଆ ସିଣ୍ତିକେଟ୍ ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖାସ୍ ସେଥିପାଇଁ ଇଡି ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାଥାଉ ଯେ, ପୂର୍ବରୁ ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେଚ ୩୯ଟି ସ୍ଥାନରେ ଇଡି ଚଢାଉ କରିଛି ପ୍ରାୟ ୪ ଶହ କୋଟିରୁ ଅଧିକ ଟଙ୍କାରେ ସଂପତ୍ତି ଇଡି ଜବତ କରିଥିବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ମାମଲାରେ ଅନେତ ସେଲିବ୍ରିଟିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏହି ଘଟଣାରେ ଇଡି ରଣବୀର କପୁର, ଶ୍ରଦ୍ଧା କପୁର, ସନ୍ନି ଲିଓନି, କପିଲ ଶର୍ମାଙ୍କ ପରି କଳାକାରଙ୍କୁ ସମନ ପଠାଇଥିବା ନେଇ ସୂଚନା ରହିଥିଲା ।
ସେହିପରି ଏବି ବେଟିଂ ଆପ୍ ସଂ ଛତିଶଗଡ଼ର ଭୂପେଶ ବଘେଲ ସରକାରଙ୍କ ଚିନ୍ତା ମଧ୍ୟ ବଢାଇଛି । ଦଳର ପ୍ରଚାର ପାଇଁ ଏବଂ ବେଟିଂ ଆପ୍ ଅପରେଟରଙ୍କ ଠାରୁ ୫ ଶହ କୋଟିରୁ ଅଧିକ ଟଙ୍କାର ବେଇଆଇନ୍ ଫଣ୍ତିଂ ମିଳିଥିବା ନେଇ ଅଭିଯୋଗ ରହିଛି । ଏହି ଅଭିଯୋଗକୁ ସିଧାସଳଖ ଖଣ୍ତନ କରାଯାଇଛି ।
ସୂଚନାଥାଉ ଯେ, ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥନ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ କରିବେ ଭୋଟର୍ । ତେବେ ନିର୍ବାଚନ ପୂର୍ବରୁ ମହାଦେବ ବୁକ୍ ଆପକୁ ବ୍ୟାନ୍ କରି ମାମଲାକୁ ଚର୍ଚ୍ଚା ଜୋର ଧରିଛି ।
ତେବେ ମହାଦେବ ବେଟିଂ ଆପରେ ମାଲିକ ଶୁଭମ୍ ସୋନି ଦାବି କରିଛନ୍ତି ଯେ, ନିଜ ଆପକୁ ସୁରୁଖରେ ପରିଚାଳନା କରିବା ପାଇଁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ୫୦୮ କୋଟି ଦେଇଥିବା ନେଇ ସେ କହିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications