Maha Kumbh: ତ୍ରୀବେଣୀ ସଂଗମରେ ବୁଡ଼ ପକାଇଲେ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ପ୍ରୟାଗରାଜର ମହାକୁମ୍ଭ ପରିଦର୍ଶନ କରିବା ସହିତ ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଶ୍ରୀ ଧନଖଡ଼ ତାଙ୍କ ପରିବାରବର୍ଗଙ୍କ ସହିତ ବଡ଼େ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଉପରାଷ୍ଟ୍ରପତି ମହାକୁମ୍ଭରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଲାଗି ସନ୍ତୋଷବ୍ୟକ୍ତ କରିଛନ୍ତି।












Click it and Unblock the Notifications