ପ୍ରୟାଗରାଜରେ ୫ ହଜାର ୫ ଶହ କୋଟି ପ୍ରକଳ୍ପର ଉଦଘାଟନ କଲେ ମୋଦୀ: ଏକ୍ ଭାରତ, ଶ୍ରେଷ୍ଠ ଭାରତର ଛବି ହେଉଛି କୁମ୍ଭମେଳା
କୁମ୍ଭମେଳା ଏକତାର ପ୍ରତୀକ କହିଲେ ପ୍ରଧାନମନ୍ତ୍ରୀ ମୋଦି । ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଏକ୍ ଭାରତ, ଶ୍ରେଷ୍ଠ ଭାରତର ଛବି ହେଉଛି କୁମ୍ଭମେଳା । ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।
ପ୍ରୟାଗରାଜରେ ପହଞ୍ଚି ନୌବିହାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୁମ୍ଭମେଳା ପାଇଁ ବିକାଶମୂଳକ କାଯ୍ୟର ସମୀକ୍ଷା ପରେ ମୋଦୀ ସମ୍ବୋଧନ କରିଛନ୍ତି । ଉତ୍ତର ପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ରହିଛି । କୁମ୍ଭମେଳା ଏକତାର ପ୍ରତୀକ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ ଭାରତ , ଶ୍ରେଷ୍ଠ ଭାରତର ଛବି ହେଉଛି କୁମ୍ଭମେଳା ।

କୁମ୍ଭ ମେଳାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ରହିଛି । ପୂର୍ୱ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ୱ ଦେଉନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି ପ୍ରୟାଗରାଜରେ ୫ ହଜାର ୫ ଶହ କୋଟି ପ୍ରକଳ୍ପର ଉଦଘାଟନ କଲେ ମୋଦୀ ।












Click it and Unblock the Notifications