LPG Price Hike: ମାର୍ଚ୍ଚର ପ୍ରଥମ ଦିନରୁ ଝଟକା, ୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ବଢ଼ିଲା କମର୍ସିଆଲ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୧୯୭୫ ଟଙ୍କାକୁ ବୃଦ୍ଧି ପାଇଛି ।

ତେବେ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ 1,769.50 ଟଙ୍କାରେ 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେଉଛି ।

କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ 24 ଟଙ୍କା ବୃଦ୍ଧି ହୋଇଥିବାବେଳେ ଚେନ୍ନାଇରେ ଏହା 23.50 ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ଦେଶର ସମସ୍ତ ସହରରେ ଏଲପିଜିର ନୂତନ ହାର ଲାଗୁ କରାଯାଇଛି।

LPG Price Hike

ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ନଥିବାବେଳେ ତୈଳ କମ୍ପାନୀଗୁଡିକ କେବଳ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିଛନ୍ତି । ଘରୋଇ ସିଲିଣ୍ଡରର ମୂଲ୍ୟ ଗତ ଅଗଷ୍ଟରେ ପରିବର୍ତ୍ତନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+