LPG Cylinder Price: କମିଲା ଏଲପିଜି ସିଲିଣ୍ତର ଦର
LPG Cylinder Price: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଆଜିଠାରୁ 19 କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ତରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର ଦିଲ୍ଲୀରେ 1676 ଟଙ୍କା ବଦଳରେ 1646 ଟଙ୍କାରେ ଉପଲବ୍ଧ ହେବ ।
ସେହିପରି କୋଲକାତାରେ 1756 ଟଙ୍କାରେ ଉପଲବ୍ଧ ପୂର୍ବରୁ ଏହାର ମୂଲ୍ୟ 1787 ଟଙ୍କା ରହିଥିଲା । ସେହିପରି ମୁମ୍ବାଇରେ ସିଲିଣ୍ଡର ମୂଲ୍ୟ 1629 ରୁ 1598 ଟଙ୍କାକୁ ହ୍ରାସ ପାଇଛି ଅର୍ଥାତ୍ 31ଟଙ୍କା କମିଛି । ଚେନ୍ନାଇରେ ସିଲିଣ୍ତର ଦର 1809.50 ଟଙ୍କା ରହିଛି
ତେବେ 14.2 କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । 9 ମାର୍ଚ୍ଚ 2024ରେ ଏହା ଶେଷ ଥର ପାଇଁ ଘରୋଇ ଗ୍ୟାସ ଦରରେ ପରିବର୍ତ୍ତନ କରାଯାଇଥିଲା । ଦିଲ୍ଲୀରେ 803 ଟଙ୍କା ଏବଂ ମୁମ୍ବାଇରେ 802.50 ମୂଲ୍ୟ ରହିଛି । କୋଲକାତାରେ 829 ଟଙ୍କା, ମୁମ୍ବାଇରେ 802.50 ଟଙ୍କା ଏବଂ ଚେନ୍ନାଇରେ 818.50 ଟଙ୍କା ରହିଛି।

1 ଜୁନ୍ 2023ରେ, ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 1103 ଟଙ୍କା ରହିଥିଲା । 30 ଅଗଷ୍ଟ 2023ରେ ଏଥିରେ 200 ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ ଏବଂ ପରେ ମୂଲ୍ୟ 903 ଟଙ୍କା ହ୍ରାସ ପାଇଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications