ଭାରତରେ ରହି ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ; ସୋସିଆଲ ମିଡିଆରେ ପୋଷ୍ଟ କରି ଗିରଫ ହେଲେ ଛାତ୍ରୀ

ମହାରାଷ୍ଟ୍ରର ପୁଣେ ସହରର କୋଣ୍ଡୱା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଇନଷ୍ଟାଗ୍ରାମରେ 'ପାକିସ୍ତାନ ଜିନ୍ଦାବାଦ' ଲେଖିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଛାତ୍ରୀଜଣକ ପୁଣେର ଏକ କଲେଜର ଛାତ୍ରୀ ଏବଂ କୋଣ୍ଡୱାର କୌସରବାଗ ଅଞ୍ଚଳରେ ରହୁଥିବା ଜଣାଯାଇଛି।

arrested
ପୁଣେ ସହରର କୋଣ୍ଡୱା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଇନଷ୍ଟାଗ୍ରାମରେ 'ପାକିସ୍ତାନ ଜିନ୍ଦାବାଦ' ଲେଖିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଛାତ୍ରୀଜଣକ ପୁଣେର ଏକ କଲେଜର ଛାତ୍ରୀ ଏବଂ କୋଣ୍ଡୱାର କୌସରବାଗ ଅଞ୍ଚଳରେ ରହୁଥିବା ଜଣାଯାଇଛି। ପୁଲିସ ଯୁବତୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।ଏହି ଘଟଣାକୁ ନେଇ 'ସକଳ ହିନ୍ଦୁ ସମାଜ'ର କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି ଏବଂ ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।
ପୁଲିସ ଯୁବତୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଏଥିରେ ଧାରା ୧୫୨ (ଭାରତର ଅଖଣ୍ଡତାକୁ ବିପଦପୂର୍ଣ୍ଣ କରିବା), ୧୯୬(ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୧୯୭ (ଜାତୀୟସଂହତି ବିରୁଦ୍ଧରେ ମନ୍ତବ୍ୟ), ୨୯୯ (ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ), ୩୫୨(ଜାଣିଶୁଣି ଅପମାନ) ଏବଂ ୩୫୩ (ସାର୍ବଜନୀନ ଅଶାନ୍ତ ସୃଷ୍ଟି କରୁଥିବା ବୟାନ) ଆଦି ଅନ୍ତର୍ଭୁକ୍ତ।

ଏହି ଘଟଣାକୁ ନେଇ 'ସକଳ ହିନ୍ଦୁ ସମାଜ'ର କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି ଏବଂ ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+