ଲୋକସଭା ନିର୍ବାଚନ ୨୦୨୪: ମତଦାନ ପାଇଁ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ୍, ଦେଖନ୍ତୁ ଫଟୋ
Lok Sabha Election 2024: ଆଜି ଦେଶରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନା । 26 ଏପ୍ରିଲ ଶୁକ୍ରବାର ଦିନ ଭାଗଲପୁରରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଦେବା ପରେ ବିଆର ଆମ୍ବେଦକର ପ୍ରତିମୂର୍ତ୍ତି ପାଖରେ ଛିଡା ହୋଇ ଫୋଟ ପଠାଇଲେ ଭୋଟର୍ ।

ଆସାମର ନାଗାଓଁ ଜିଲ୍ଲାର ଲୋକସଭା ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଦେବା ପାଇଁ କରିଛନ୍ତି ଅପେକ୍ଷା ।

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ମୋରିଗାଓଁ ଜିଲ୍ଲାର ମାୟୋଙ୍ଗରେ ନିଜ ମନ ପସନ୍ଦ ନେତା ବାଛିବା ପାଇଁ ଲମ୍ବା ଲାଇନରେ ଛିଡା ହୋଇ ପରିଚୟ ପତ୍ର ଦେଖାଉଛନ୍ତି ଭୋଟର ।

ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଦେଉଛନ୍ତି ଭୋଟର ।

26 ଏପ୍ରିଲ, 2024 ଶୁକ୍ରବାର ଦିନ ମୋରିଗାଓଁ ଜିଲ୍ଲାରେ ଲୋକସଭା ନିର୍ବାଚନ ପାଇଁ ମହିଳାମାନେ ଭୋଟ୍ ଦେବା ପାଇଁ ଧାଡିରେ ଛିଡା ହୋଇ ଅପେକ୍ଷା କରିଛନ୍ତି ।













Click it and Unblock the Notifications