ସକାଳ ୯ ଟା ପର୍ଯ୍ୟନ୍ତ ୧୧.୩୧% ମତଦାନ

Lok Sabha Election 2024: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଶନିବାର ସକାଳୁ ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 57 ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନ ଆୟୋଗ ଦ୍ୱାର ପ୍ରକାଶିତ ତଥ୍ୟ ଅନୁଯାୟୀ, ସକାଳ 9 ଟା ପର୍ଯ୍ୟନ୍ତ ସପ୍ତମ ପର୍ଯ୍ୟାୟରେ ମୋଟ 11.31% ମତଦାନ ହୋଇଛି।

ସେହିପରି ବିହାରରେ ସକାଳ ୯ଟା ପର୍ଯ୍ୟନ୍ତ 10.58%, ଚଣ୍ଡିଗଡ଼ରେ 11.64%, ହିମାଚଳ ପ୍ରଦେଶରେ 14.35%, ଝାଡଖଣ୍ଡରେ 12.15%, ଓଡ଼ିଶାରେ 7.69%, ପଞ୍ଜାବରେ 9.64%, UPରେ 12.94%, ପଶ୍ଚିମବଙ୍ଗରେ 12.63 ପ୍ରତିଶତ ମତଦାନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।

Lok Sabha Elections

ସୂଚନାଥାଉ ଯେ, ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ । ଶେଷ ପର୍ଯ୍ୟାୟ ମତାଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଯାହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ଆସନ୍ତାକାଲି ୪୬୦ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିପରି ୯୯ ଲକ୍ଷରୁ ଅଧିକ ଭୋଟର ଦେବେ ମତଦାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+