ସନ୍ଧ୍ୟା ୫ ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ ?ଜାଣନ୍ତୁ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଥମ ପର‌୍ୟ୍ୟାୟ ମତଦାନ ଚାଲିଛି । ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ସନ୍ଧ୍ୟା ୫ ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ ଆସନ୍ତୁ ଜାଣିବା , ପଶ୍ଚିମବଙ୍ଗରେ ସନ୍ଧ୍ୟା ୫ ଟା ସୁଦ୍ଧା ୭୭.୫୭% ଭୋଟ୍ ରେକର୍ଡ କରିଛି, ଯାହା ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ / ୟୁଟି ଭୋଟ୍ ମଧ୍ୟରେ ସର୍ବାଧିକ ।

vote

ଜାମ୍ମୁ କାଶ୍ମୀରରେ ୬୫.୦୮%, ମଧ୍ୟପ୍ରଦେଶରେ ୬୩.୨୫%, ବିହାରରେ ୪୬.୩୨%, ଛତିଶଗଡରେ ୬୩.୪୧%, ମହାରାଷ୍ଟ୍ରରେ ୫୪.୮୫%, ରାଜସ୍ଥାନରେ ୫୦.୨୭%, ତାମିଲନାଡୁରେ ୬୨.୦୨%, ଉତ୍ତରପ୍ରଦେଶରେ ୫୭.୫୪% ଏବଂ ଉତ୍ତରାଖଣ୍ଡରେ ୫୩.୫୬% ପଶ୍ଚିମବଙ୍ଗରେ ୭୭.୫୭% ଏବଂ ତ୍ରିପୁରାରେ ୭୬.୧୦% ମତଦାନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+