ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ଜୁନ୍ ୪ରେ ରେଜଲ୍ଟ
ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ଜୁନ୍ ୪ରେ ରେଜଲ୍ଟ , ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ମତଦାନ ହୋଇଛି ଶେଷ । ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬% ମତଦାନ ହୋଇଛି । ଗଜପତିରେ ୬୩.୭୧% ମତଦାନ ହୋଇଥିବା ବେଳେ ରାୟଗଡ଼ାରେ ୬୨.୯୬% ମତଦାନ ହୋଇଛି । ସେହିଭଳି କୋରାପୁଟରେ ୬୧.୨୨%, ନୂଆପଡ଼ାରେ ୬୬.୩୫%, ନବରଙ୍ଗପୁରରେ ୬୮.୮୪% ମତଦାନ ହୋଇଛି ।

ସେପଟେ ଦେଶରେ ଚତୁର୍ଥ ପର୍ଯ୍ୟୟ ଲୋକସଭା ନିର୍ବାଚନରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୬୨.୩୧% ମତଦାନ ରେକର୍ଡ କରାଯାଇଛି । ଆନ୍ଧ୍ରପ୍ରଦେଶ- ୬୮.୦୪%, ବିହାର- ୫୪.୧୪%, ଜାମ୍ମୁ କାଶ୍ମୀର- ୩୫.୭୫%, ଝାଡଖଣ୍ଡ- ୬୩.୧୪%, ମଧ୍ୟପ୍ରଦେଶ- ୬୮.୦୧%, ମହାରାଷ୍ଟ୍ର- ୫୨.୪୯%, ଓଡିଶା- ୬୨.୯୬%, ତେଲେଙ୍ଗାନା- ୬୧.୧୬%, ଉତ୍ତରପ୍ରଦେଶ- ୫୬.୩୫%, ପଶ୍ଚିମବଙ୍ଗ- ୭୫.୬୬% ରେକର୍ଡ଼ ହୋଇଛି ।
ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୬୨.୩୧% ମତଦାନ
ନିର୍ବାଚନ ଉପରେ ୟୁସୁଫ ପଠାନଙ୍କ ବୟାନ
୩ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ୍
ମତଦାନ କେନ୍ଦ୍ରରେ ପହଁଞ୍ଚିଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ
#WATCH | Telangana: Actor Mahesh Babu along with his wife Namrata Shirodkar arrived to cast his vote at Jubilee Hills public school polling station in Hyderabad. pic.twitter.com/UOvAz8KkmF
— ANI (@ANI) May 13, 2024
ଭୋଟ ଦେଲେ ରାମ ଚରଣ
#WATCH | Hyderabad, Telangana: Actor Ram Charan and his wife Upasana Kamineni cast their votes at a polling booth in Jubilee Hills. pic.twitter.com/JFeu8RflMC
— ANI (@ANI) May 13, 2024
ଭୋଟ ଦେଲେ ବାଲକ୍ରିଷ୍ଣା
#WATCH | Andhra Pradesh: Hindupur TDP MLA candidate and film star Balakrishna, along with his wife Vasundhara cast their votes at a polling station in Hindupur.#LokSabhaElections2024 pic.twitter.com/yQmeVlXvVB
— ANI (@ANI) May 13, 2024
ମାଧବୀ ଲତାଙ୍କ ବିରୋଧରେ ହେଲା ମାମଲା ରୁଜୁ
Telangana: Case registered in Malakpet Police Station against BJP candidate from Hyderabad Lok Sabha constituency, Madhavi Latha u/s of the IPC and the Representation of the People Act.#LokSabhaElections2024 https://t.co/5mxmhiBWL7 pic.twitter.com/y9jjHwvmoY
— ANI (@ANI) May 13, 2024
ବିଜୟ କୁମାର ସିହ୍ନା ଦେଲେ ଭୋଟ
#WATCH | Bihar Deputy CM Vijay Kumar Sinha casts his vote for the fourth phase of #LokSabhaElection2024 at a polling booth in Lakhisarai. pic.twitter.com/RgnqvmqvPX
— ANI (@ANI) May 13, 2024
ବେଗୁସରାଇର ଭୋଟରଙ୍କୁ ଅପମାନିତ କଲେ
#WATCH Begusarai, Bihar: On Union Minister Giriraj Singh and BJP Lok Sabha candidate from Begusarai, Congress leader Kanhaiya Kumar says, "Giriraj Singh disrespected the voters of Begusarai, called them anti-national... This is his old habit... He should answer why he didn't… pic.twitter.com/ozVO6b37bl
— ANI (@ANI) May 13, 2024
ଦିନ ୧ଟା ସୁଦ୍ଧା ସର୍ବାଧିକ ତେଲେଙ୍ଗାନାରେ 40.32% ମତଦାନ
Lok Sabha Election 2024
#WATCH | Telangana: Haryana Governor Bandaru Dattatraya casts his vote at a polling booth in Ramnagar, Hyderabad.#LokSabhaElections2024 pic.twitter.com/7meHqjIYku
— ANI (@ANI) May 13, 2024
ପୁରା ପରିବାର ସହ ଭୋଟ୍ ଦେବା ପାଇଁ ପହଞ୍ଚିଲେ ଟେନିସ୍ ତାରକା ସାନିଆ ମିର୍ଜା
ଭୋଟ୍ ଦେବା ପାଇଁ ଅପିଲ୍ କଲେ ପୁଷ୍କର ସିଂ ଧାମି
#WATCH | Mumbai | On the fourth phase of polling in Lok Sabha elections today, Uttarakhand CM & BJP leader Pushkar Singh Dhami says, "I appeal to everyone to exercise their right to vote in this fourth phase of elections as the power of your vote will make our country a developed… pic.twitter.com/PQHvrhUDmM
— ANI (@ANI) May 13, 2024
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ
Andhra Pradesh records 23.00% voter turnout till 11 am in the elections to its State Legislative Assembly.
Odisha records 23.28% voter turnout till 11 am in the first phase elections to its State Legislative Assembly. pic.twitter.com/VzKQfUqyhT
— ANI (@ANI) May 13, 2024












Click it and Unblock the Notifications