ଲୋକସଭା ନିର୍ବାଚନ: ଆଜି ୯ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା, ଜାଣନ୍ତୁ ସକାଳ ୯ଟା ପର୍ଯ୍ୟନ୍ତ କେତେ ପ୍ରତିଶତ ହୋଇଛି ମତଦାନ
Lok Sabha Election 2024: ଆଜି 9 କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା । ଭୋଟର ବାଛିବେ ମନ ପସନ୍ଦର ନେତା । ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି,ନିର୍ବାଚନୀ ମଇଦାନରେ ଉଲ୍ଲାହିଛନ୍ତି ନୀତିନ କଡ଼କରୀ, କିରଣ ରିଜିଜୁ, ସର୍ବାନନ୍ଦ ସୋନୱାଲ, ସଞ୍ଜୀବ ବଲିୟାନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଏଲ୍ ମୁରୁଗାନ, ନିଶିଥ ପରମାଣିକ ।

ତାମିଲନାଡୁରେ ସକାଳ 9 ଟା ପର୍ଯ୍ୟନ୍ତ 12.5%
ଜାମ୍ମୁ କାଶ୍ମୀରରେ 10.43%
ମଧ୍ୟପ୍ରଦେଶରେ 14.12%
ଆସାମ 5% ମତଦାନ
ବିହାର ଏବଂ ରଙ୍ଗାବାଦରେ 06.1 ପ୍ରତିଶତ ମତଦାନ
ଗୟାରେ 9.30 ପ୍ରତିଶତ
ଜାମୁଇରେ 9.12 ପ୍ରତିଶତ
ନୱାଡା 6.15 ପ୍ରତିଶତ
ଉତ୍ତରପ୍ରଦେଶ ସାହାରନପୁରରେ 11 ପ୍ରତିଶତ ମତଦାନ
ମୋରାଡାବାଦ - 11.76%












Click it and Unblock the Notifications