ଲୋକସଭା ନିର୍ବାଚନ 2024: ସାରା ଦେଶରେ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ, ୮ରାଜ୍ୟର ୪୬ ଲୋକସଭା ଆସନରେ ଭୋଟିଂ

Lok Sabha Election 2024: ସାରା ଦେଶରେ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ । ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୯ଟି ଆସନରେ ମତଦାନ ଆରମ୍ଭ ହୋଇଛି । ପଞ୍ଚମ ପର୍ଯ୍ୟାୟରେ ରାଜନାଥ ସିଂ, ସ୍ମୃତି ଇରାନୀ, ରାହୁଲ ଗାନ୍ଧୀଙ୍କଙ୍କ ସମେତ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କର ହେବ ଭାଗ୍ୟ ପରୀକ୍ଷା ।

ଆଜି ଉତ୍ତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୧୩ଟି, ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଓଡିଶାରେ ୫ଟି, ଝାଡଖଣ୍ଡରେ ୩ଟି, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଗୋଟିଏ ସିଟ୍ ପାଇଁ ଜାରି ରହିଛି ମତଦାନ ।

Lok Sabha Election 2024

ପଞ୍ଚମ ପର୍ଯ୍ୟାୟରେ ୯ କେନ୍ଦ୍ରମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ହେବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ପଞ୍ଚମ ପର୍ଯ୍ୟାୟରେ ମୋଟ୍ ୧୪୯ ରାଜନୈତିକ ଦଳର ୬୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+