Get Updates
Get notified of breaking news, exclusive insights, and must-see stories!

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା ଯୁଗ୍ମ ସଂସଦୀୟ କମିଟିର ବୃଦ୍ଧି ହେଲା କାର୍ଯ୍ୟକାଳ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିମନ୍ତେ ଗଠିତ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । କମିଟିର ଅଧ୍ୟକ୍ଷ ପି.ପି. ଚୌଧୁରୀ ଆଜି ଲୋକସଭାରେ ଆଗତ କରିଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ଲୋକସଭା ମଞ୍ଜୁରୀ ପ୍ରଦାନ କରିଛି ।

one nation one election

ଆସନ୍ତା ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମଦିନ ପର୍ଯ୍ୟନ୍ତ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+