ନିର୍ବାଚନ ପାଇଁ ମଦ ବିକ୍ରି ଉପରେ ଲାଗିଲା ରୋକ୍ , ଜାଣନ୍ତୁ କେତେଦିନ ପାଇଁ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଚଳିତମାସ ଚାରିଦିନ ମୁମ୍ବଇରେ ମଦ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି। ନଭେମ୍ବର ୧୮ ସନ୍ଧ୍ୟା ୬ଟା ପରଠାରୁ ସହରରେ ମଦ ବିକ୍ରିକୁ ନିଷେଧ କରାଯାଇଛି। ୧୯ରେ ଆଦୌ ମଦ ବିକ୍ରି କରାଯିବ ନାହିଁ।

୨୦ରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ବିକ୍ରି ହେବ ନାହିଁ। ୨୩ରେ ଗଣତି କରାଯାଉଥିବାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ବିକ୍ରି ଉପରେ ଆଂଶିକ କଟକଣା ଜାରି କରାଯାଇଛି।












Click it and Unblock the Notifications