Get Updates
Get notified of breaking news, exclusive insights, and must-see stories!

ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଖୁସି ଖବର: ଏଣିକି ଖୋଲିପାରିବେ ଜଏଣ୍ଟ ଆକାଉଣ୍ଟ

LGBTQ News: ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଖୁସି ଖବର, ଅର୍ଥ ମନ୍ତ୍ରଣାଳୟ ନେଇଛି ବଡ଼ ନିଷ୍ପତ୍ତି । ଏଲଜିବିଟିକ୍ୟୁ ସମୁଦାୟର ବ୍ୟକ୍ତି ଏଥର ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ ଏବଂ ନିଜ ସହଯୋଗୀଙ୍କୁ ନୋମିନି ମଧ୍ୟ ରଖିପାରିବେ । ଗତବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ।

ଏନେଇ ଗତ ୨୮ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏଲଜିବିଟିକ୍ୟୁ ସମୁଗାୟର ବକ୍ତି ମାନେ ଏଥର ଜଏଣ୍ଟ ଆକାଣ୍ଟ ଖୋଲିବାରେ କୌଣସି ପ୍ରତିବନ୍ଧକ ନାହିଁ । ସେମାନେ ନିଜ ଇଚ୍ଛା ଅନୁସାରେ ତାଙ୍କ ସମ୍ପର୍କୀୟଙ୍କୁ ନୋମିନି ମଧ୍ୟ ରଖିପାରିବେ ।

ସରକାରଙ୍କ ଏହି ନିଷ୍ପତ୍ତି 17 ଅକ୍ଟୋବର 2023 ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସିଛି। ଏହାପୂର୍ବରୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଅଗଷ୍ଟ 21, 2024 ରେ ସମସ୍ତ ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କକୁ ସମାନ ନିର୍ଦ୍ଦେଶନାମା ଜାରି କରିଥିଲା।

LGBTQ bank

2015ରେ, ଆରବିଆଇ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଫର୍ମରେ ଏକ 'ତୃତୀୟ ଲିଙ୍ଗ' ବିକଳ୍ପ ଅନ୍ତର୍ଭୂକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଏବଂ ଆନୁଷଙ୍ଗିକ ସେବାକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+