Get Updates
Get notified of breaking news, exclusive insights, and must-see stories!

ଦେଶରେ ବୃଦ୍ଧି ପାଇଲା ଚିତାବାଘଙ୍କ ସଂଖ୍ୟା : ୫ ଚିତା ଛୁଆ ଜନ୍ମ କଲା ବାଘୁଣୀ ମୁଖୀ

ଭାରତ ଓ ବନ୍ୟପ୍ରାଣୀଙ୍କ ପାଇଁ ଖୁସିର ଖବର । ଏହା ସହିତ ମଧ୍ୟପ୍ରଦେଶର ଗର୍ବ ବି ବଢିଛି । ଦେଶରେ ବୃଦ୍ଧି ପାଇଲା ଚିତାବାଘଙ୍କ ସଂଖ୍ୟା । ମଧ୍ୟପ୍ରଦେଶ ଜଙ୍ଗଲରେ ଚିତା ଛୁଆ ଜନ୍ମ କଲା ମା ବାଘୁଣୀ ମୁଖୀ ।

cheeta

ସେ ପାଞ୍ଚଟି ଛୁଆ ଜନ୍ମ ଦେଇଛନ୍ତି। ଭାରତର ପ୍ରୋଜେକ୍ଟ ଚିତା ପାଇଁ ଏକ ଗର୍ବ, ବାଘ ସଂଖ୍ୟା ବୃଦ୍ଧିରେ ଏହା ଏକ ସୁନ୍ଦର, ଅଭୂତପୂର୍ବ ସଫଳତା ଯାହା ଆମ ଦେଶର ବନ୍ୟପ୍ରାଣୀ ଐତିହ୍ୟକୁ ସୁଦୃଢ଼ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+