ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା: ସଲାମୀ ଦେଲେ ୩ ସେନା
Manmohan Singh: ନିଗମ ବୋଧ ଘାଟରେ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର । ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀ ସମ୍ମାନ ସହ ଅନୁଷ୍ଠିତ ହେବ । ବର୍ତ୍ତମାନ ୩ସେନା ପକ୍ଷରୁ ଡ.ମନମୋହନଙ୍କୁ ସଲାମୀ ପ୍ରଦାନ କରାଯାଇଛି । ସେହିପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଗମ ବୋଧ ଘାଟରେ ଶେଷ ଦର୍ଶନ କରୁଛନ୍ତି । ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଅଛନ୍ତି ।













Click it and Unblock the Notifications