Get Updates
Get notified of breaking news, exclusive insights, and must-see stories!

ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ,୨ ଗୁରୁତର

ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ୨ ଗ୍ରାମବାସୀ ଗୁରୁତର । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଟୋପାଡିହି ଠାରୁ ମାତ୍ର ୧୦ କିଲୋମିଟର ଦୂରେ ଝାଡଖଣ୍ଡ ପଶ୍ଚିମସିଂହ ଭୂମ ଜିଲ୍ଲା ଅନ୍ତର୍ଗତ ତିରିଲପୋସି ଗାଁ ନିକଟ ସରଣ୍ଡା ଜଙ୍ଗଲରେ ବିସ୍ଫୋରଣ ହୋଇଛି ।

blast

ନକ୍ସଲଙ୍କ ଦ୍ୱାରା ସୁରକ୍ଷାବଳକୁ ଲକ୍ଷ୍ୟ ଏହି ଲ୍ୟାଣ୍ଡମାଇନ ପୋତାଯାଇଥିଲା । ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ମଙ୍ଗଳବାର ସନ୍ଧ୍ୟାରେ ୨ ଗ୍ରାମବାସୀ ଗୁରୁତର ହୋଇଛନ୍ତି । ସୁରକ୍ଷା ବଳ ତୁରନ୍ତ ସରଣ୍ଡା ଜଙ୍ଗଲରୁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଅନ୍ଧାର, ସୁରକ୍ଷା ଦୃଷ୍ଟି କୋଣରୁ ଉଦ୍ଧାର କାର୍ଯ୍ୟ ସମସ୍ୟା କରିବାକୁ ପଡୁଛି । ତେବେ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+