ଭାଙ୍ଗିଲା ଜେଡିୟୁ-ଆରଜେଡି ମେଣ୍ଟ ସରକାର, ଇଡି ଅଫିସରେ ପହଞ୍ଚିଲେ ଲାଲୁ ପ୍ରସାଦ ଯାଦବ

Land For Job Scam: ଚାକିରି ବଦଳରେ ଜମି ଦୁର୍ନୀତି ମାମଲା । ଇଡି ଅଫିସରେ ପହଞ୍ଚଲେ ଲାଲୁ ପ୍ରସାଦ ଯାଦବ । ସାଥିରେ ନଜର ଆସିଲେ ଝିଅ ମିସା ଭାରତୀ । ପାଟନା ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କଲେ ଆରଜେଡି କାର୍ଯ୍ୟକର୍ତ୍ତା ।

ରିବାବର ଦିନ ଆରଜେଡି ଏବଂ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିଯାଇଥିଲା ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁଆରୀ ୨୫ରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଲାଲୁ ଯାଦବ । ଯାହା ପରେ ଅନୁମାନ ହେଉଛି ଯେ, ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ଆଗକୁ ବଢିପାରେ ।

Land For Job Scam

ଚାକିରି ଦୁର୍ନୀତି ମାମଲାରେ ସୋମବାର ଲାଲୁ ଯାଦବଙ୍କୁ ଇଡି ପଚରାଉଚରା କରିବା ନେଇ ସୂଚନା ରହିଛି ଯେଉଁଥି ପାଇଁ ଇଡି ଦଳ ପାଟନାରେ ପହଞ୍ଚିଛି । ଲାଲୁ ଯାଦବ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପାଟନାରେ ଥିବା ଇଡି କାର୍ଯ୍ୟାଳୟ ବାହାରେ ଆରଜେଡି କର୍ମୀ ଏବଂ ନେତାଙ୍କ ଭିଡ ଜମିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+