କୋଲକାତା ବଳାତ୍କାର ହତ୍ୟା ମାମଲା: ଡିଏନଏ-ଫରେନସିକ ରିପୋର୍ଟରୁ ଅସିଲା ଏଭଳି ତଥ୍ୟ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଖୋଳତାଡ଼ କରୁଛି ସିବିଆଇ। ତେବେ ପଲିଗ୍ରାଫ ଟେଷ୍ଟ ପରେ ଏବେ DNA ଏବଂ ଫରେନସିକ ରିପୋର୍ଟରୁ ସାଙ୍ଘାତିକ କଥା ସାମ୍ନାକୁ ଆସିଛି।

Kolkata doctor rape-murder case

ବର୍ତ୍ତମାନ ସିବିଆଇ ଶେଷ ପ୍ରମାଣ ପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ର ବିଶେଷଜ୍ଞଙ୍କ ସହ ପରାମର୍ଶ ନେବ। ତେବେ ଡିଏନଏ ଓ ଫରେନ୍ସିକ ରିପୋର୍ଟରୁ ଜଣାପଡିଛି ଯେ, ଏହି ମାମଲାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+