ଜାଣନ୍ତି କାହିଁକୁ ଦକ୍ଷିଣ ମେରୁକୁ ବାଛିଲା ଭାରତ, ଇସ୍ରୋ ମୁଖ୍ୟ କଲେ ଖୁଲାସା

Chandrayaan 3: ସଫଳତାର ସହ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ତିଂ କଲା 'ଚନ୍ଦ୍ରଯାନ-3' । ଏହି ଐତିହାସିକ ମୁହୂର୍ତ୍ତକୁ ସମଗ୍ର ଦେଶ ଏକ ଉତ୍ସବ ପରି ପାଳନ କରୁଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପଞ୍ଚିଛି ଭାରତ । ମହକାଶ ଅନୁସନ୍ଧାନ ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡିଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ତେବେ ଭାରତ ପୂର୍ବରୁ ଆମେରିକା, ଋଷ୍, ଏବଂ ଚୀନ ଚନ୍ଦଯାତ୍ରାରେ ସଫଳ ହୋଇଥିଲା ।

chandrayaan-3

ଚନ୍ଦ୍ରଯାନ -3 ଅବତରଣ ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଚୟନକୁ ନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ପ୍ରାୟ 70 ଡିଗ୍ରୀ ଥିବା ଦକ୍ଷିଣ ପୋଲର ନିକଟତର ହୋଇଛୁ । ଏହି ପୋଲରେ ସୂର୍ଯ୍ୟଙ୍କର କମ ଆଲୋକ ପଡୁଥିବାରୁ ଏଠି ଅନେକ ବିଶେଷ ସୁବିଧା ରହିଛି ।

ଏଥିରେ ଅଧିକ ବୌଜ୍ଞାନିକ ବିଷୟବସ୍ତୁ ରହିବାର ସମ୍ଭାବନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଲୋକଙ୍କର ବେଶ୍ ରୁଚି ରହିଛି । ଲୋକମାନେ ଏଠି ଯିବା ପାଇଁ ଚାହୁଁଛନ୍ତି । ସେଥି ପାଇଁ ସର୍ବୋତ୍ତମ ସ୍ଥାନ ଖୋଜିବା ପାଇଁ ଆମେ ଦକ୍ଷିଣ ପୋଲର ଚୟନ କରିଥିଲୁ ତେବେ ଏଠାରେ ଭଲ ଜିନଷ ମିଳିବାର ଆଶା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+