Get Updates
Get notified of breaking news, exclusive insights, and must-see stories!

Petrol-Diesel Price: ଏହି ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲର ମୂଲ୍ୟ, ଜାଣନ୍ତୁ ଆଜିର ଦର

ଏହି ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲର ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରର ଦର

ରାଜସ୍ଥାନ: ରବିବାର ଦିନ, ଭାରତୀୟ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ଘୋଷଣା କରିଛି । ହେଲେ ଦେଶର ଚାରିଟି ମହାନଗର ସମେତ ଅନେକ ରାଜ୍ୟରେ ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ହେଲେ ଆଜି ରାଜସ୍ଥାନରେ ପେଟ୍ରୋଲ ୫୯ ପଇସା ଏବଂ ଡିଜେଲରେ ୫୪ ପଇସା ଶସ୍ତା ହୋଇଛି, ଏହା ପରେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୮.୫୧ ଟଙ୍କା ଏବଂ ଡିଜେଲ ୯୩.୭୫ ଟଙ୍କା ହୋଇଛି ।

Petraol-Diesel Price

ଆଜିର ପେଟ୍ରୋଲର ମୂଲ୍ୟ
ଦିଲ୍ଲୀ:ଲିଟର ପିଛା ୯୬.୭୨ ଟଙ୍କା
ମୁମ୍ବାଇ:ଲିଟର ପିଛା ୧୦୬.୩୧ ଟଙ୍କା
କୋଲକତା:ଲିଟର ପିଛା ୧୦୬.୦୩ ଟଙ୍କା
ଚେନ୍ନାଇରେ ଲିଟର ପିଛା ୧୦୨.୭୪ ଟଙ୍କା
ନୋଏଡା:ଲିଟର ପିଛା ୯୭.୦୦ ଟଙ୍କା
ପଟନା:ଲିଟର ପିଛା ୧୦୭.୩୮ଟଙ୍କା
ଜୟପୁର ଲିଟର ପିଛା ୧୦୮.୫୧ଟଙ୍କା
ଲକ୍ଷ୍ନୌ: ଲିଟର ପିଛା .୯୬.୪୪ ଟଙ୍କା
ଗୁରୁଗ୍ରାମ: ଲିଟର ପିଛା ୯୭.୧୦ ଟଙ୍କା
ଭୁବନେଶ୍ୱର: ଲିଟର ପିଛା ୧୦୩.୧୯ ଟଙ୍କା
ହାଇଦ୍ରାବାଦ: ଲିଟର ପ୍ରତି ୧୦୯.୬୬

ଆଜିର ଡିଜେଲ ମୂଲ୍ୟ
ଦିଲ୍ଲୀ:ଲିଟର ପିଛା ୮୬.୬୨ ଟଙ୍କା
ମୁମ୍ବାଇ: ଲିଟର ପିଛା ୯୪.୨୭ ଟଙ୍କା
କୋଲକତା :ଲିଟର ପିଛା ୯୨.୭୬ ଟଙ୍କା
ଚେନ୍ନାଇ: ଲିଟର ପିଛା ୯୪.୩୩ ଟଙ୍କା
ନୋଏଡା:ଲିଟର ପିଛା ପିଛା ୯୦.୧୪ ଟଙ୍କା
ପାଟନା:ଲିଟର ପିଛା ୯୪.୧୬ ଟଙ୍କା
ଗୁରୁଗ୍ରାମ: ଲିଟର ପିଛା ୯୦.୩୬ ଟଙ୍କା
ଭୁବନେଶ୍ୱର:ଲିଟର ପିଛା ୯୪.୭୬ ଟଙ୍କା
ହାଇଦ୍ରାବାଦ:ଲିଟର ପିଛା ୯୭.୮୨ ଟଙ୍କା

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+