ଏତିକି ସମୟ ପାଇଁ କମିଲା ଦିଲ୍ଲୀର ପ୍ରଦୂଷଣ, ଜାଣନ୍ତୁ ନୂଆ ବର୍ଷର AQI
ଏତିକି ସମୟ ପାଇଁ କମିଲା ଦିଲ୍ଲୀର ପ୍ରଦୂଷଣ, ଜାଣନ୍ତୁ ନୂଆ ବର୍ଷର AQI
Delhi Air Quality: ବିତି ଯାଇଛି ୨୦୨୨ ବର୍ଷ । ୨୦୨୩ ଜାନୁଆରୀରେ ଦିଲ୍ଲୀର ପାଗ ଭଲ ରହିବ ବୋଲି ଦିଲ୍ଲୀବାସୀଙ୍କ ଆଶା ରହିଛି । ଭାରତ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ଦିଲ୍ଲୀର ବାୟୁ ଗୁଣବତ୍ତା ୨୦୨୨ ମସିହାରେ ୧,୦୯୬ ଘଣ୍ଟା ପାଇଁ ଭଲ ସ୍ତରରେ ରହିଥିଲା, ସେହିପରି ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ୮୨୭ ଘଣ୍ଟା ପାଇଁ ଦିଲ୍ଲୀର ପ୍ରଦୂଷଣ ହାର ଖୁବ୍ କମ ରହିଥିଲା ।













Click it and Unblock the Notifications