Budget 2024: ବଜେଟ୍ ପୂର୍ବରୁ କମିଲା ସୁନା ମୂଲ୍ୟ
Budget 2024: ଆଜି କେନ୍ଦ୍ର ବଜେଟର ଉପସ୍ଥାପନା ସହିତ ସୁନା ଓ ରୂପା ମୂଲ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ମଙ୍ଗଳବାର ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି, ବର୍ତ୍ତମାନ ସମୟରେ ସୁନା ଦର ସହିତ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳୁଛି । ଆଜି ଅଧିକାଂଶ ସହରରେ 22 କ୍ୟାରେଟ୍ ସୁନା ମୂଲ୍ୟ 6,769 ଟଙ୍କା ଥିବାବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 7,384 ଟଙ୍କା ରହିଛି ।
{image- odia.oneindia.com}
ରୂପା ମୂଲ୍ୟ ବିଷୟରେ କହିବାକୁ ଗଲେ ଆଜି 100 ଗ୍ରାମ ରୂପା ମୂଲ୍ୟ 9,140 ଟଙ୍କା । ଦିଲ୍ଲୀରେ 22 କ୍ୟାରେଟ୍ ସୁନା ମୂଲ୍ୟ 6,784 ଟଙ୍କା ଥିବାବେଳେ ମୁମ୍ବାଇରେ ଏହା 6,769 ଟଙ୍କା । ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ପାଇଁ ଗ୍ରାମ ପିଛା, 6,769 ଏବଂ 24 କ୍ୟାରେଟ୍ ସୁନା ପାଇଁ 7,384 ଟଙ୍କା ରହିଛି ।












Click it and Unblock the Notifications