Get Updates
Get notified of breaking news, exclusive insights, and must-see stories!

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଏହି ଖାଲିସ୍ତାନୀ ଆତଙ୍କବାଦୀ

Khalistani Terrorists: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ । ସିଖ୍ ଫର୍ ଜଷ୍ଟିସର ଆତଙ୍କବାଦୀ ତଥା ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ତେବେ ଗଣତନ୍ତ୍ର ଦିବସ ଦିନ ତାଙ୍କ ଉପରେ ଆକ୍ରମଣ କରାଯିବ ବୋଲି କୁହାଯାଇଛି । ତେବେ ସମସ୍ତ ଗ୍ୟାଙ୍ଗଷ୍ଟରମାନଙ୍କୁ ଏକାଠି ହେବା ପାଇଁ ପନ୍ନୁଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ପଞ୍ଜାବ ସରକାରଙ୍କ ପକ୍ଷରୁ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଜିରୋ ଟଲରେନ୍ସ ନୀତି ଲାଗୁ କରାଯାଇଛି । ପଞ୍ଜାବରେ ଗ୍ୟାଙ୍ଗଷ୍ଟରମାନଙ୍କ କାର୍ଯ୍ୟକଳାପ ଉପରେ କଡ଼ ନଜର ରଖାଯାଇଛି ଏବଂ ପନ୍ନୁ ଗ୍ୟାଙ୍ଗ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

Punjab Chief Minister

ଯେଉଁଥି ପାଇଁ ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତଙ୍କୁ ହତ୍ୟା ଧମକ ଦେଇଛି ଖାଲିସ୍ତାନୀ ସମର୍ଥକ ପନ୍ନୁ । ସେହିପରି ଡିଜିପି ଗୌରବ ଯାଦଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । ଏହାସହ ପନ୍ନୁ ସମସ୍ତ ଗ୍ୟାଙ୍ଗଷ୍ଚାରଙ୍କୁ ଏକାଠିକୁ ହେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+