କେରଳରେ ପ୍ରବଳ ବର୍ଷା: ୪ ମୃତ, ରେଡ୍ ଆଲର୍ଟ ଜାରି

Kerala Weather News: ଲଗାଣ ବର୍ଷାରେ ବେହାଲ କେରଳ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ଭାରତ ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ୪ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ରେର୍ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଟିକରେ ପ୍ରବଳବରୁ ଅତି ପ୍ରବଳ ବର୍ଷ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

Kerala Weather News

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ପାଇଁ ଘରର କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ପଥାନମଥିଟ୍ଟା, ଅଲପୁଜା, କୋଟାୟମ, ଏର୍ନାକୁଲମ ଏବଂ ଇଡୁକି ଜିଲ୍ଲା ପାଇଁ ରେଡ୍ ଆଲର୍ଡ ଜାରି କରାଯାଇଥିବା ବେଳେ ଥିରୁଅନନ୍ତପୁରମ୍, କୋଲାମ, ମାଲପୁରମ, କୋଜିକୋଡେ ଏବଂ ୱାଏନାଡରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କୁ୍ନ୍ନର କସରଗୋଡକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+