ଆତଙ୍କବାଦୀଙ୍କ ଗୁଳିରେ ଟଳିଲେ ଆଉ ଜଣେ କାଶ୍ମୀର ପଣ୍ଡିତ

ରାଜସ୍ବ କର୍ମଚାରୀଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ହେଲେ ବଡଗାମର ରାହୁଲ ଭଟ୍ଟ ।

ଶ୍ରୀନଗର: ଥମୁନି କାଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର। ଗୁରୁବାର ଜଣେ ରାଜସ୍ବ କର୍ମଚାରୀଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ହେଲେ ବଡଗାମର ରାହୁଲ ଭଟ୍ଟ । ବଡଗାମ ଚାଦୁରାରେ ତହସିଲଦାରଙ୍କ ପିଏସଓ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ରାହୁଲ ଜଣେ କାଶ୍ମୀର ପଣ୍ଡିତ ଥିବା ଜଣାପଡିଛି।

Terror

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ ସମ୍ପର୍କରେ କାଶ୍ମୀର ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି । ଘଟଣାସ୍ଥଳରେ ସୁରକ୍ଷା ବଳର ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+