Karantaka Hassan Scandal: ଅଶ୍ଳୀଳ ଭିଡିଓ ମାମଲା, JDS ସାଂସଦ ପ୍ରଜ୍ୱଳ ରେଭାନ୍ନା ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

Karnataka Video Case: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା । ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି । ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଜ୍ୱଳ ଦେଶ ଭାରତ ଛାଡି ଜର୍ମାମୀ ପଳାୟନ କରିବା ପରେ ଏସଆଇଟି ଏହି ନୋଟିସ୍ ଜାରି କରିଛି ।

ଏହାପୂର୍ବରୁ ଏନଆଇଟି ପ୍ରଜ୍ୱଳ ରେଭାନ୍ନା ଏବଂ ତାଙ୍କ ପିତାଙ୍କୁ ପଚରାଉଚରା କରିବା ପାଇଁ ନୋଟିସ୍ ପଠାଇଥିଲା ହେଲେ ଉଭୟ ହାଜର ହୋଇନଥିଲେ । ଯାହା ପରେ ଏପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Karantaka Hassan Scandal

ବାସ୍ତବରେ, କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗର ସୁପାରିଶ କ୍ରମେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୌନ ଉତ୍ପୀଡ଼ନର ଯାଞ୍ଚ ପାଇଁ ଏସଆଇଟି ଗଠନ କରିଛନ୍ତି। ନ୍ୟୁଜ୍ 18 ର ରିପୋର୍ଟ ଅନୁଯାୟୀ, ପ୍ରଜ୍ୱଳ ରେଭାନ୍ନା SIT ସମ୍ମୁଖରେ ହାଜର ହେବାକୁ 7 ଦିନ ସମୟ ମାଗିଥିଲେ, ଯାହାକୁ ମନା କରାଯାଇଥିଲା। ଏହା ପରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଛି। ବିଜ୍ଞପ୍ତି ଜାରି ହେବା ପରେ ଜେଡିଏସ୍ ସାଂସଦ ଭାରତର ପ୍ରବେଶ କିମ୍ବା ଇମିଗ୍ରେସନ୍ ପଏଣ୍ଟରେ ରିପୋର୍ଟ କରିବା ମାତ୍ରେ ତାଙ୍କୁ ଗିରଫ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+