କାର୍ - ବସ୍ ମୁହାଁମୁହିଁ ଧକ୍କା, ୬ ମୃତ

କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ମଙ୍ଗୋଲି ପାସ୍ ନିକଟରେ ଏକ କାର୍ ଓ ବସ୍ ମଧ୍ୟରେ ଜୋରଦାର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଖବର ମୁତାବକ, ଏକ ଏସୟୁଭି କାର୍ ସୋଲାପୁର ଯାଉଥିବା ବେଳେ ମୁମ୍ବାଇ-ବଲ୍ଲାରୀ ଯାଉଥିବା ବସ୍ ସହିତ ଧକ୍କା ହୋଇଥିଲା । କାରରେ ଥିବା ସମସ୍ତ ଯାତ୍ରୀ ଓ ବସ୍ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅନେକ ଦୂର ଯାଏଁ ଶବ୍ଦ ଶୁଣିବାକୁ ମିଳିଥିଲା ।

Karnataka Six killed 2 injured in road accident in Vijaypur
ଦୁର୍ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମ୍ତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ପାଇଁ ଭିଡ଼ ଜମିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ପରେ ଗମନାଗମନ ସୁବିଧା ହୋଇଥିଲା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+