ମର୍ମନ୍ତୁଦ ସଡକ ଦୁର୍ଘଟଣା, 3 ଶିଶୁ ସମେତ 7 ମୃତ

କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କ୍ରୁଜର । ଦ୍ରୁତଗତୀ ଗତି ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି ।

ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କ୍ରୁଜର । ଦ୍ରୁତଗତୀ ଗତି ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି । ଏଥିରେ 7 ଜଣଙ୍କ ମୃତ୍ୟୁ ହେବା ସହ 6 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ରହିଥିବା ଜଣାପଡିଛି।

accident

ଶୁକ୍ରବାର ବିଳମ୍ବିତ ରାତିରେ ଧରୱାଡ ତାଲୁକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । କ୍ରୁଜରରେ ମୋଟ 20 ଜଣ ଯାତ୍ରୀ ଥିଲେ । ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡର ଏକ ଗଛରେ ପିଟି ହୋଇଯାଇଥିଲା ।

ଫଳରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ନିକଟସ୍ତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେମାନଙ୍କ ଭିତରୁ ଡାକ୍ତର 7 ଜଣଙ୍କୁ ମୃତ ଘୋଷଣା କରିଥଲେ । ଆହତଙ୍କର ଚିକିତ୍ସା ଚାଲିଛି । ଏସପି ବର୍ତ୍ତମାନ ଘଟଣାର ଅନୁଧ୍ୟାନ କରୁଛନ୍ତି । ଗ୍ରାମାଞ୍ଚଳ ଥାନା ଠାରୁ କିଛି ଦୂରରେ ଘଟିଛି ଏହି ଦୁର୍ଘଟଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+