ଆସନ୍ତାକାଲି ଠାରୁ ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା କୈଳାଶ ମାନସରୋବର ଯାତ୍ରା ସୁଚାରୁରୂପେ ପରିଚାଳନା ନିମନ୍ତେ ସିକ୍କିମ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି ।

ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର୍ ନାଥୁଲା ପାସ୍ ଠାରେ ଆସନ୍ତାକାଲି ସକାଳେ ଏହି ଯାତ୍ରାର ଶୁଭାରମ୍ଭ କରିବେ । ୩୬ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହେବ ।












Click it and Unblock the Notifications