Get Updates
Get notified of breaking news, exclusive insights, and must-see stories!

ଜ୍ୟୋତିଙ୍କ ଗିରଫ ଉପରେ ବଡ଼ ମନ୍ତବ୍ୟ ଦେଲେ ରାଜସ୍ଥାନ ଗୃହମନ୍ତ୍ରୀ, କହିଲେ ......

ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଜ୍ୟୋତି ମାଲହୋତ୍ରା ଗିରଫ ହେବାପରେ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜ୍ୟୋତି ମାଲହୋତ୍ରାଙ୍କ ରାଜସ୍ଥାନ ଆସିବା ସହିତ ସୀମା ସଂଲଗ୍ନ ଗାଁଗୁଡ଼ିକୁ ଯିବା ଘଟଣାକୁ ଗମ୍ଭୀରତା ସହ ନେଇ ରାଜସ୍ଥାନ ସରକାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜ୍ୟୋତି ମାଲହୋତ୍ରାଙ୍କ ନିର୍ମିତ ଭିଡିଓ ଏବଂ ତାଙ୍କ କାର୍ଯ୍ୟକଳାପକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି।

jyoti malhotra

ରାଜସ୍ଥାନର ଗୃହମନ୍ତ୍ରୀ ଜବାହାର ସିଂହ ବେଧାମ ସ୍ପଷ୍ଟ କରିଛନ୍ତି,' ଯେ ମାମଲାର ଗମ୍ଭୀରତାକୁ ବିଚାର କରି ପୁଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ତଦନ୍ତ ହସ୍ତାନ୍ତର କରାଯାଇଛି। ସେ କହିଛନ୍ତି ଯେ ଭାରତର ସୁରକ୍ଷା ଏବଂ ଗୋପନୀୟତା ସହିତ ଯିଏ ବି ହାତାହାତି କରେ, ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ଯିଏ ବି ହୁଅନ୍ତୁ ନା କାହିଁକି।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+