INDIA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ, ନାଁ ଘୋଷଣା କଲେ AICC ସଭାପତି

ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହେବେ ସୁଦର୍ଶନ ରେଡ୍ଡୀ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ। ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିସାରିଛି ଏନଡିଏ। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ କରିଛି ପ୍ରାର୍ଥୀ।

Sudarshan Reddy

ଇଣ୍ଡିଆ ମେଣ୍ଟର ଶୀର୍ଷ ନେତାମାନେ ୩ ଜଣଙ୍କ ନାମ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଚନ୍ଦ୍ରାୟନ-୧ର ନେତୃତ୍ୱ ନେଇଥିବା ପୂର୍ବତନ ISRO ବୈଜ୍ଞାନିକ ମଲ୍ଲସ୍ୱାମୀ ଅନ୍ନଦୁରାଇଙ୍କ ନାମ ରହିଥିଲା। ଆଲୋଚନା ହେଉଥିବା ନାମଗୁଡ଼ିକ ମଧ୍ୟରୁ ଅନ୍ୟ ଜଣେ ଥିଲେ ତାମିଲନାଡୁର ଡିଏମକେ ସାଂସଦ ତିରୁଚି ଶିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+