ଜୁନେଦ ଖାନଙ୍କ ଫିଲ୍ମ 'Loveyapa' ଟ୍ରେଲର ହେବ ଲଞ୍ଚ୍, ଆମୀର ଖାନଙ୍କ ସହ ରହିଛି ଖାସ୍ ଲିଙ୍କ୍
Loveyapa Trailer Launch: ଖୁସି କପୁର ଏବଂ ଜୁନେଦ ଖାନଙ୍କ ଫିଲ୍ମ 'Loveyapa'ର ଗୀତ ରିଲିଜ୍ ହେବା ପରଠୁ ଲାଇମଲାଇଟରେ ରହିଛି। ଏହି ଗୀତକୁ ବେଶ୍ ଲୋକପ୍ରିୟତା ମିଳିଥିଲା । ସୋସିଆଲ ମଡିଆରେ ଟ୍ରେଣ୍ତରେ ରହିଥିଲା ଏହି ଗୀତ । ଖୁସି କପୁର ଏବଂ ଜୁନେଦ ଖାନଙ୍କ ଯୋଡିକୁ ଲୋକଙ୍କର ଖୁବ୍ ଭଲ ପାଇବା ମିଳିଥିଲା । ଉଭୟଙ୍କ ରୋମାନ୍ସ ଗୀତରେ ଚାର ଚାନ୍ଦ ଲଗାଇଥିଲା ।

ବର୍ତ୍ତମାନ ପ୍ରଶଂସକଙ୍କ ଜୁନୈଦ ଏବଂ ଖୁସିଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଯାଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, 'Loveyapa' ଟ୍ରେଲର ଯେଉଁ ସ୍ଥାନରେ ରିଲିଜ୍ ହେବ, ଉକ୍ତ ସ୍ଥାନରେ ଆମୀର ଖାନଙ୍କର ରହିଛି ଖାସ ସମ୍ପର୍କ ।












Click it and Unblock the Notifications