ଝାଡଖଣ୍ଡ ବିଜେପି ସଭାପତି ନିର୍ବାଚନ ପାଇଁ ଜୁଏଲ ଓରାମ ଇଲେକ୍ସନ ଅଫିସର । ତାଙ୍କୁ ଝାଡଖଣ୍ଡ ରାଜ୍ୟ ବିଜେପି ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ପାଇଁ ଦାୟିତ୍ୱ ମିଳିଛି ।ବିଜେପି ଜାତୀୟ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।