ଆଜି ପ୍ରକାଶ ପାଇବ ଝାଡ଼ଖଣ୍ତ-ମହାରାଷ୍ଟ୍ର ରେଜଲ୍ଟ

Maharashtra Assembly Election 2024: ଆଜି ପ୍ରକାଶ ପାଇବ ଝାଡ଼ଖଣ୍ତ-ମହାରାଷ୍ଟ୍ର ରେଜଲ୍ଟ । ଦୁଇ ରାଜ୍ୟର ରେଜଲ୍ଟ ଉପରେ ସାରା ଦେଶର ନଜର ରହିଛି । ଭୋଟ୍ ଗଣନା ସକାଳ ୮ ଟାରୁ ଆରମ୍ଭ ହେବ, ମହାରାଷ୍ଟ୍ରର ଫଳାଫଳ ଉପରେ ସମଗ୍ର ଦେଶ ନଜର ରହିଛି । ଶାସକ ବିଜେପି ନେତୃତ୍ୱାଧୀନ ମହାୟୁକ୍ତି ସହଯୋଗୀ ଦଳ ଏବଂ ବିରୋଧୀ ଏମଭିଏ ମଧ୍ୟରେ କଡ଼ା ସଂଘର୍ଷ ଚାଲିଛି। ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହେଉଛି ୧୪୫ ।

ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ଏବଂ ଝାଡଖଣ୍ଡର ମୋଟ ୮୧ ଟି ସିଟ୍ ମଧ୍ୟରୁ ଅବଶିଷ୍ଟ ୩୭ ଟି ସିଟ୍ ପାଇଁ ମତଦାନ ଶେଷ ହୋଇଛି । ଆଜି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ବିଧାନସଭା ନିର୍ବାଚନ ଫଳାଫଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

Jharkhand-Maharashtra results

୨୦୧୯ରେ ନିର୍ବାଚନରୁ ମହାରାଷ୍ଟ୍ର ନିର୍ବାଚନରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଥିଲା । ତିନି ଜଣ ମୁଖ୍ୟମନ୍ତ୍ରୀ ଓ ୪ ଜଣ ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ ରିହିସାରିଲେଣି । ତେବେ ଏଥର ଝାଡ଼ଖଣ୍ତ ରାଡନୈତୀକ ମାହୋଲ ମଧ୍ୟ ଖୁବ ସରଗରମ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+