Get Updates
Get notified of breaking news, exclusive insights, and must-see stories!

Jharkhand Election Results 2024: ଛାଡ଼ଖଣ୍ଡରେ ଚାଲିଛି ନେକ୍ ଟୁ ନେକ୍‌ ଫାଇଟ୍‌

ଛାଡ଼ଖଣ୍ଡରେ ଚାଲିଛି ନେକ୍ ଟୁ ନେକ୍‌ ଫାଇଟ୍‌। ବିଜେପି ଓ ଜେଏମ୍‌ଏମ୍‌ ମଧ୍ୟରେ ଚାଲିଛି କାଣ୍ଟେକା ଟକ୍କର। ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନ୍‌ଙ୍କ ଜେଏମ୍‌ଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରିଛି। ୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ ଜେଏମଏମ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ଏବଂ ଅନ୍ୟାନ୍ୟ ୨ ସିଟ୍‌ରେ ଆଗୁଆ ରହିଛି।

ଝାଡଖଣ୍ଡରେ ୨ଟି ପଯ୍ୟାୟରେ ହୋଇଥିଲା ମତଦାନ। ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହୋଇସାରିଛି। ଆଉ ଏଥିସହ ଧୀରେ ଧୀରେ ଏହାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଚିତ୍ର ସ୍ପଷ୍ଟ ହେବା ପରେ ଜଣାପଡିବ କିଏ ଜିତିବ ଜନତାଙ୍କ ହୃଦୟ ଓ କିଏ ମାରିବ ବାଜି।

Jharkhand Election Results 2024

ଝାଡଖଣ୍ଡ ବିଧାନସଭାରେ ସମସ୍ତ ୮୧ଟି ଆସନରେ ହୋଇଥିଲା ନିର୍ବାଚନ । ନଭେମ୍ବର ୧୩ ତାରିଖରେ ପ୍ରଥମ ମତଦାନ ହୋଇଥିବା ବେଳେ ନଭେମ୍ବର ୨୦ରେ ଦ୍ୱିତୀୟ ମତଦାନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+