Get Updates
Get notified of breaking news, exclusive insights, and must-see stories!

Jharkhand Assembly Election 2024: ସକାଳ ୯ଟା ସୁଦ୍ଧା ୧୩% ମତଦାନ

Jharkhand Assembly Election 2024: ଆଜି ଝାଡ଼ଖଣ୍ତ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି ଯାହା ୫ଟା ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ପର୍ଯ୍ୟାୟ ୪୩ଟି ସିଟରେ ନର୍ବାଚନ ହେଉଛି । ପ୍ରାୟ ୧୩.୭ ମିଲିୟନ ମତଦାତା ନିଜ ନେତା ବାଛିବେ । ଅନ୍ୟପକ୍ଷରେ ସକାଳ ୯ଟା ସୁଦ୍ଧା ୧୩% ମତଦାନ ହୋଇଛି । ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଆସନରେ ୧୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ।

Jharkhand Assembly Election 2024

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଝାଡଖଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ରାଉଣ୍ଡରେ ୧୫ ଟି ଜିଲ୍ଲାର ୪୩ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ୪୩ ଆସନରୁ ୧୭ ଟି ସିଟ୍ ଜେନେରାଲ୍ ପାଇଁ, ୨୦ ଟି ଅନୁସୂଚିତ ଜନଜାତି ପାଇଁ ଏବଂ ୬ ଟି ସିଟ୍ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ । ପ୍ରଥମ ପର୍ଯ୍ୟାୟରେ ମୋଟ ୬୮୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରଥମ ରାଉଣ୍ଡରେ ୭୩ (୧୧%) ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+