୧୪ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଜେଡିଏସ୍ ନେତା ଏଚଡି ରେଭାନ୍ନା

HD Ravanaa Arrested: ଜେଡିଏସ୍ ନେତା ଏଚଡି ରେଭାନ୍ନାଙ୍କ ନ୍ୟାୟିକ ହେପାଜତକୁ ମେ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତାଙ୍କ ବିରୋଧରେ କର୍ଣ୍ଣାଟକର କେ.ଆର ନଗର ପୋଲିସ ଷ୍ଟେସନରେ ଏକ ଅପହରଣ ମାମଲାରେ ରୁଜୁ କରାଯାଇଥିଲା । ଯାହା ପରେ ଏସଆଇଟି ଅଧିକାରୀମାନେ ତାଙ୍କୁ ୪ ତାରିଖରେ ଗିରଫ କରିଥିଲା । ଏଚଡି ରେଭାନ୍ନାଙ୍କୁ ୮ ମେ' ପର୍ଯ୍ୟନ୍ତ SIT ହେପାଜତରେ ରଖଯାଇଥିଲା ।

HD Ravanaa Arrested

ଜେଡିଏସ୍ ନେତାଙ୍କୁ ଗିରଫଦାରୀ ଏକ ଅପହରଣ ମାମଲାରେ ହୋଇଥିଲା । ଏପରିକି କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ଏଚଡି ରେଭନ୍ନାଙ୍କୁ ଗିରଫ କରାଯାଇଥିଲା । ଏପ୍ରିଲ ୨୯ରେ ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗରେ ଗୁରୁବାର (ମେ ୨) ରାତିରେ ଏଚଡି ରେଭାନ୍ନା ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ସତୀଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ଏସଆଇଟି ଏଧିକାରୀ ଚଢାଉ ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+