ଯବାନଙ୍କ ଗାଡ଼ି ଦୁର୍ଘଟଣା, ୧୦ ଯବାନ ଆହତ

ଯବାନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଛତିଶଗଡ଼ ବସ୍ତର ଜିଲ୍ଲାରେ ଦୁର୍ଘଟଣା । ଯବାନଙ୍କୁ ନେଇ ଫେରିବା ବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

accident

ଆହତ ଯବାନ ମାନଙ୍କୁ ଧିମ୍ରାପାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନିର୍ବାଚନ କାମ ସାରି ଜଗଦଲପୁର ମୁଖ୍ୟ କାଯ୍ୟାଳୟରୁ ଫେରିବା ବେଳେ କୋଡେନାର ପୋଲିସ ଷ୍ଟେସନ ନିକଟ ମୁଖ୍ୟ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ବସରେ ପ୍ରାୟ ୩୨ ଜଣ ଯବାନ ଥିବା ଜଣାପଡ଼ିଛି । ବସ ସାମ୍ନାକୁ ଗୋରୁ ପଲ ଆସିଯିବାରୁ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+