ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ: ପ୍ରତ୍ୟାହାର ପରେ ଆସିଲା ନୂଆ ଲିଷ୍ଟ
Jammu Kashmir Election: ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପ୍ରାର୍ଥୀ ତାଲିକାରେ ଦେଖାଦେଇଛି ଟ୍ୱିଷ୍ଟ । ପ୍ରଥମେ ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ବିଜେପି ହେଲେ ପରେ ୨ ଘଣ୍ଟା ମଧ୍ୟରେ ଏହି ଲିଷ୍ଟକୁ ପ୍ରତ୍ୟାହାର କରି ନେଇଥିଲା । ପରେ ପୁଣି ନୂଆ ତାଲିକା ପ୍ରକାଶ କରାଯାଇଛି । ତେବେ ଦ୍ୱିତୀୟ ବା ଫାଇନାଲ ତାଲିକାରେ ମାତ୍ର ୧୫ ଜଣଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି ।

୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୋମବାର ସକାଳେ ବିଜେପି ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।












Click it and Unblock the Notifications