ଜମ୍ମୁ-କାଶ୍ମୀର ଉପନିର୍ବାଚନ: ବିରୋଧୀଙ୍କୁ ଜୋରଦାର ଝଟକା, ବାଜିମାରିନେଲା ବିଜେପି

ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮ଟି ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହେଉଛି । ଏହି ରାଜ୍ୟ ଗୁଡିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ବଡଗାମ ଏବଂ ନାଗ୍ରୋଟା ଆସନରେ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ନାଗ୍ରୋଟାରେ ବିଜେପି ବିଜୟୀ ହାସଲ କରିଛି । ଦିବଯାନୀ ରାଣା ଏଠାରେ ବିଜୟୀ ହୋଇଥିବା ସୂଚନା ମିଳିଛି ।

bjp

ଏହାସହିତ ରାଜସ୍ଥାନ, ଝାଡଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଏବଂ ଓଡ଼ିଶାର ଗୋଟିଏ ସ୍ଥାନରେ ଖାଲି ପଡିଥିବା ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଫଳାଫଳ ଘୋଷଣା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+