Get Updates
Get notified of breaking news, exclusive insights, and must-see stories!

୩ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀର ଭୋଟ୍, ଅକ୍ଟୋବର ୧ରେ ହରିୟାଣା ଭୋଟ୍

Jammu and Kashmir Assembly Elections 2024: ଜାମ୍ମୁ କାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ନିର୍ବାଚନ ଛୋଟ ହେବ ଏବଂ ଜାମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ସେପ୍ଟେମ୍ବର ୧୮ରେ, ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ ରେ ଏବଂ ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧ ରେ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୪ରେ ଜାମ୍ମୁ କାଶ୍ମୀର ନିର୍ବାଚନ ଭୋଟ ଗଣତି ହେବ ଏବଂ ଫଳାଫଳ ଘୋଷଣା କରାଯିବ ।

Jammu and Kashmir Assembly Elections

ସେହିପରି ଏଥର ଜମ୍ମୁ -କାଶ୍ମୀରରେ ୯୦ ବିଧାନସଭା ଆସନରେ ଭୋଟିଂ କରାଯିବ । ମୋଟ୍ ୮୭ ଲକ୍ଷ ୯ ହଜାର ଭୋଟର ମିଜ ମତ ସାବ୍ୟସ୍ତ କରିବା ନେଇ ସୂଚନା ଜାରି କରାଯାଇଛି । ଅନ୍ୟପକ୍ଷରେ ହରିଆଣାରେ ମଧ୍ୟ ୯୦ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ ଏଠାରେ ୨ କୋଟି ୧ ଲକ୍ଷ ଲୋକ ମତଦାନ କରିବେ । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ବୁଥର ବ୍ୟବସ୍ଥା କରାଯିବ । ୧୫୦ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ । ଅକ୍ଟୋବର ୧ ତାରିଖରେ ହରିଆଣାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏଠାରେ ମଧ୍ୟ ୯୦ଟି ଆସନ ପାଇଁ ମତଦାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+